PhonePe | Logo
Company
  • About Us
  • Careers
  • Press
  • Blog
Our Solutions
For Businesses
For Consumers

Offline Merchant Solutions

menu
Offline Payments
menu
Offline Partner Program

Online Merchant Solutions

menu
Payment Gateway
menu
Payment Gateway Partner
menu
Payment Aggregator
menu
Payment Links

More Solutions

menu
Merchant Lending
menu
PhonePe Ads

Consumer Payments

menu
All Payment Instruments
menu
NRI Payments by PhonePe

Co-Branded Credit Cards

menu
PhonePe SBI Card
Credit Cards
menu
Wish Credit Card
menu
PhonePe HDFC Bank
Credit Cards

More Solutions

menu
Investments
menu
Gold
menu
Silver
menu
Insurance
menu
Travel & Commute

Lending

menu
Consumer Lending
menu
Secured Lending
Investor Relations
Contact Us
Trust & Safety
PhonePe | Hamburger Menu
✕
Home
Company
  • About Us
  • Careers
  • Press
  • Blog
Our Solutions
For Businessesarrow
Offline Merchant Solutionsarrow
icon
Offline Payments
icon
Offline Partner Program
Online Merchant Solutionsarrow
icon
Payment Gateway
icon
Payment Gateway Partner
icon
Payment Aggregator
icon
Payment Links
More Solutionsarrow
icon
Merchant Lending
icon
PhonePe Ads
For Consumersarrow
Consumer Paymentsarrow
icon
All Payment Instruments
icon
NRI Payments by PhonePe
Co-Branded Credit Cardsarrow
icon
PhonePe SBI Card
Credit Cards
icon
Wish Credit Card
icon
PhonePe HDFC Bank
Credit Cards
More Solutionsarrow
icon
Investments
icon
Gold
icon
Silver
icon
Insurance
icon
Travel & Commute
Lendingarrow
icon
Consumer Lending
icon
Secured Lending
Investor Relations
Contact Us
Trust & Safety
Privacy Policy

PhonePe ଗିଫ୍ଟ କାର୍ଡ/ରିୱାର୍ଡ ବ୍ୟବହାରର ସର୍ତ୍ତାବଳୀ

Englishગુજરાતીதமிழ்తెలుగుमराठीമലയാളംঅসমীয়াবাংলাहिन्दीಕನ್ನಡଓଡ଼ିଆ
< Back
  • PhonePe ରିୱାର୍ଡ ପ୍ରୋଗ୍ରାମ
  • ରିୱାର୍ଡ (କ୍ୟାଶ୍‍‌ବ୍ୟାକ୍‍) ସୀମା


ଏହି ଚୁକ୍ତି ଓ ସର୍ତ୍ତାବଳୀ, PhonePe ଲିମିଟେଡ (ପୂର୍ବରୁ ‘PhonePe ପ୍ରାଇଭେଟ ଲିମିଟେଡ’ ନାମରେ ଜଣାଯାଉଥିଲା) ଦ୍ୱାରା ଅଫର୍ କରାଯାଉଥିବା ଏକ ସେମି କ୍ଲୋଜ୍ଡ୍ ପ୍ରିପେଡ୍ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ (ଏହା ପରଠାରୁ “PhonePe ଗିଫ୍ଟ କାର୍ଡ” ଭାବରେ ଉଲ୍ଲେଖିତ), ଯାହା କମ୍ପାନୀ ଅଧିନିୟମ, 1956  ଅଧୀନରେ ଗଠିତ ଏକ କମ୍ପାନୀ ଯାହାର ଠିକଣା ହେଉଛି – ଅଫିସ୍‍-2, ଫ୍ଲୋର 4,5,6,7, ୱିଙ୍ଗ A, ବ୍ଲକ A, ସାଲାରପୁରିଆ ସୋଫ୍ଟଜୋନ, ସର୍ଭିସ ରୋଡ୍‍, ଗ୍ରୀନ ଗ୍ଲେନ ଲେଆଉଟ, ବେଲାନ୍ଦୁର, ବାଙ୍ଗାଲୋର, ସାଉଥ ବାଙ୍ଗାଲୋର, କର୍ଣ୍ଣାଟକ – 560103, ଭାରତ (ଏହା ପରଠାରୁ “PhonePe” ଭାବରେ ଉଲ୍ଲେଖିତ) PhonePe ଦ୍ୱାରା ଜାରି କରାଯାଇଥିବା ଗିଫ୍ଟ କାର୍ଡର ବ୍ୟବହାରକୁ ରେଗୁଲେଟ କରିଥାଏ। ଏ ସଂକ୍ରାନ୍ତରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ 9 ଡିସେମ୍ବର 2016ର ଅନୁମୋଦନ ନମ୍ବର: 98/2016 ଅଧୀନରେ PhonePeକୁ ଅଧିକାର ଦିଆଯାଇଛି।

ଏକ ଗିଫ୍ଟ କାର୍ଡ କ୍ରୟ କିମ୍ବା ବ୍ୟବହାର କରି, ଆପଣ ଏହି ଚୁକ୍ତି ଓ ସର୍ତ୍ତାବଳୀରେ ରାଜି ଅଛନ୍ତି ଏବଂ ଏହାକୁ ଗ୍ରହଣ କରୁଛନ୍ତି।

  1. କ୍ରୟ:
    ଗିଫ୍ଟ କାର୍ଡ କେବଳ ଡିନୋମିନେସନରେ ₹10,000 ପର୍ଯ୍ୟନ୍ତ କିଣାଯାଇପାରିବ। ବିଜିନେସ ନିୟମ କିମ୍ବା ଠକେଇ ନିବାରଣ ନିୟମ ଆଧାରରେ PhonePe ଗିଫ୍ଟ କାର୍ଡର ସର୍ବାଧିକ ରାଶିର ସୀମାକୁ ନିର୍ଦ୍ଧାରଣ କରିପାରେ। ଆପଣ ଗିଫ୍ଟ-ରିୱାର୍ଡ, ଡେବିଟ୍ କାର୍ଡ କିମ୍ବା କ୍ରେଡିଟ୍ କାର୍ଡ ବ୍ୟବହାର କରି PhonePe ଗିଫ୍ଟ କାର୍ଡ କ୍ରୟ କରିପାରିବେ। ୱାଲେଟ୍ କିମ୍ବା ଗିଫ୍ଟ କାର୍ଡ ବାଲାନ୍ସ ବ୍ୟବହାର କରି ଗିଫ୍ଟ କାର୍ଡଗୁଡ଼ିକ କ୍ରୟ କରାଯାଇପାରିବ ନାହିଁ। ସାଧାରଣତଃ ଗିଫ୍ଟ କାର୍ଡଗୁଡ଼ିକୁ ତୁରନ୍ତ ପ୍ରଦାନ କରାଯାଏ। କିନ୍ତୁ ବେଳେବେଳେ ସିଷ୍ଟମରେ କୌଣସି ସମସ୍ୟା ଯୋଗୁଁ ଡେଲିଭରୀରେ 24 ଘଣ୍ଟା ପର୍ଯ୍ୟନ୍ତ ବିଳମ୍ବ ହୋଇପାରେ।
  2. ସୀମିତତା:
    ବ୍ୟବହାର ହୋଇନଥିବା ଯେକୌଣସି ଗିଫ୍ଟ କାର୍ଡ ବାଲାନ୍ସ ସମେତ ଗିଫ୍ଟ କାର୍ଡଗୁଡ଼ିକର ଅବଧି ଇସ୍ୟୁ କରାଯିବା ତାରିଖଠାରୁ ଏକ ବର୍ଷ ଯାଏଁ ରହିବ। ଗିଫ୍ଟ କାର୍ଡଗୁଡ଼ିକୁ ରିଲୋଡ୍, ଆଉଥରେ ବିକ୍ରୟ, ମୂଲ୍ୟ ପାଇଁ ଟ୍ରାନ୍ସଫର କିମ୍ବା କ୍ୟାଶ୍‍ ପାଇଁ ରିଡିମ୍ କରାଯାଇପାରିବ ନାହିଁ। ବ୍ୟବହାର ହୋଇନଥିବା ଗିଫ୍ଟ କାର୍ଡ ବାଲାନ୍ସ ଅନ୍ୟ PhonePe ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇପାରିବ ନାହିଁ। କୌଣସି ଗିଫ୍ଟ କାର୍ଡ କିମ୍ବା ଗିଫ୍ଟ କାର୍ଡ ବାଲାନ୍ସ ଉପରେ PhonePe ଦ୍ୱାରା କୌଣସି ସୁଧ ଦିଆଯିବ ନାହିଁ।
  3. ରିଡିମ୍‍ କରିବା:
    ଗିଫ୍ଟ କାର୍ଡକୁ କେବଳ PhonePe ପ୍ଲାଟଫର୍ମରେ ଯୋଗ୍ୟ ମର୍ଚାଣ୍ଟମାନଙ୍କ ଟ୍ରାଞ୍ଜାକସନ ଉପରେ ରିଡିମ୍‍ କରାଯାଇପାରିବ। ୟୁଜରଙ୍କ ଗିଫ୍ଟ କାର୍ଡ ବାଲାନ୍ସରୁ କ୍ରୟ ରାଶି କଟିଥାଏ। ବ୍ୟବହାର ହୋଇନଥିବା ଯେକୌଣସି ଗିଫ୍ଟ କାର୍ଡ ବାଲାନ୍ସ ୟୁଜରଙ୍କ PhonePe  ଆକାଉଣ୍ଟରେ ରହିବ ଏବଂ ଅବଧି ଶେଷ ହେବା ତାରିଖ କ୍ରମରେ କ୍ରୟ କରିବା ପାଇଁ ଏହା ଲାଗୁ ହେବ। ଯଦି ୟୁଜରଙ୍କ ଗିଫ୍ଟ କାର୍ଡ ବାଲାନ୍ସରୁ ଅଧିକ କ୍ରୟ କରାଯାଏ, ତେବେ ଅବଶିଷ୍ଟ ରାଶିକୁ ଅନ୍ୟ କୌଣସି ଉପଲବ୍ଧ ଥିବା ଇନଷ୍ଟ୍ରୁମେଣ୍ଟ ସାହାଯ୍ୟରେ ଦେବାକୁ ହେବ। ଗିଫ୍ଟ କାର୍ଡକୁ ରିଡିମ୍‍ କରିବା ପାଇଁ କୌଣସି ୟୁଜର ଫି’ କିମ୍ବା ଚାର୍ଜ ଲାଗୁ କରାହୁଏ ନାହିଁ।
  4. ଠକାମି:
    ଯଦି କୌଣସି ଗିଫ୍ଟ କାର୍ଡ ହଜିଯାଏ, ଚୋରି ବା ନଷ୍ଟ ହୋଇଯାଏ କିମ୍ବା ବିନା ଅନୁମତିରେ ବ୍ୟବହାର କରାଯାଏ ତେବେ ଏଥିପାଇଁ PhonePe ଦାୟୀ ନୁହେଁ। ଯଦି ଜାଲିଆତି କରି ପାଇଥିବା ଗିଫ୍ଟ କାର୍ଡ ରିଡିମ ହୋଇଛି ଏବଂ/କିମ୍ବା PhonePe ପ୍ଲାଟଫର୍ମରେ କୌଣସି ଜିନିଷ କ୍ରୟ କରିବା ପାଇଁ ବ୍ୟବହାର ହୋଇଛି ତେବେ ଗ୍ରାହକଙ୍କ ଆକାଉଣ୍ଟକୁ ବନ୍ଦ କରିବା ଏବଂ ବିକଳ୍ପ ପେମେଣ୍ଟରୁ ପେମେଣ୍ଟ ନେବାକୁ PhonePe ପାଖରେ  ଅଧିକାର ରହିବ। PhonePe ଠକାମି ନିବାରଣ ନୀତି ଉଭୟ ଗିଫ୍ଟ କାର୍ଡ କ୍ରୟ ଏବଂ PhonePe ପ୍ଲାଟଫର୍ମରେ ରିଡେମ୍ପସନକୁ କଭର୍ କରିବ। ଠକାମି ନିବାରଣ ନୀତି ଦ୍ୱାରା ସନ୍ଦେହଜନକ ବୋଲି ବିବେଚନା କରାଯାଉଥିବା ଟ୍ରାଞ୍ଜାକସନଗୁଡ଼ିକ PhonePe ଦ୍ୱାରା ଅନୁମତି ଦିଆଯାଇନପାରେ। ଜାଲିଆତି କରି ପାଇଥିବା/ କ୍ରୟ କରାଯାଇଥିବା ଗିଫ୍ଟ କାର୍ଡଗୁଡ଼ିକ ରଦ୍ଦ କରିବା ଏବଂ ଆମର ଠକାମି ନିବାରଣ ସିଷ୍ଟମ ଦ୍ୱାରା ଉପଯୁକ୍ତ ମନେ ହେଉଥିବା ସନ୍ଦେହଜନକ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇବାର ଅଧିକାର PhonePe ସଂରକ୍ଷିତ ରଖିଛି।
  5. ପ୍ରି-ପେଡ୍ ଇନଷ୍ଟ୍ରୁମେଣ୍ଟ:
    ଆପଣ ସହମତ ଏବଂ ବୁଝିଛନ୍ତି ଯେ ଗିଫ୍ଟ କାର୍ଡ ହେଉଛି RBI ଦ୍ୱାରା ଅନୁମୋଦିତ ଏକ ପ୍ରି-ପେଡ୍ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ। ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶାବଳୀ ଅନୁଯାୟୀ, PhonePe ପ୍ରାଇଭେଟ୍ ଲିମିଟେଡ୍ ଗିଫ୍ଟ କାର୍ଡର କ୍ରେତା/ ରିଡିମରଙ୍କ KYC ବିବରଣୀ ଏବଂ/କିମ୍ବା ଗିଫ୍ଟ କାର୍ଡ କ୍ରୟ ଏବଂ/କିମ୍ବା ଗିଫ୍ଟ କାର୍ଡ ବ୍ୟବହାର କରି କରାଯାଇଥିବା ଟ୍ରାଞ୍ଜାକସନ ସମ୍ବନ୍ଧୀୟ ଅନ୍ୟ କୌଣସି ସୂଚନା RBI କିମ୍ବା ଏପରି ବୈଧାନିକ କର୍ତ୍ତୃପକ୍ଷଙ୍କ ସହ ସେୟାର କରିପାରେ। PhonePe ପ୍ରାଇଭେଟ ଲିମିଟେଡ ଏଭଳି କୌଣସି ସୂଚନା ପାଇଁ ଗିଫ୍ଟ କାର୍ଡର କ୍ରେତା/ରିଡିମରଙ୍କ ସହ ଯୋଗାଯୋଗ କରିପାରିବ।

PhonePe ରିୱାର୍ଡ ପ୍ରୋଗ୍ରାମ

arrow icon

PhonePe ସମୟ ସମୟରେ ୟୁଜରଙ୍କୁ ରିୱାର୍ଡ ଆକାରରେ ଇନସେନଟିଭ୍ ପ୍ରଦାନ କରେ ଯେଉଁମାନେ ଏଥିପାଇଁ ଯୋଗ୍ୟ ସେମାନେ ଏହାକୁ ରିଡିମ୍ କରିପାରିବେ।

PhonePe ବ୍ୟବହାର କରି ସମାନ ସୁବିଧା ପାଇବାକୁ ହେଲେ, PhonePe ସେବାଗୁଡ଼ିକର ଜଣେ ୟୁଜର ନିମ୍ନଲିଖିତ ଚୁକ୍ତି ଏବଂ ସର୍ତ୍ତାବଳୀରେ ରାଜି ହେବା ଆବଶ୍ୟକ:

  1. PhonePe ଦ୍ୱାରା ସମୟ ସମୟରେ ସ୍ଥିର କରାଯାଇଥିବା ଏହାର ଆଭ୍ୟନ୍ତରୀଣ ନୀତି ଅନୁଯାୟୀ PhonePe ଏହାର ୟୁଜରଙ୍କୁ ରିୱାର୍ଡ ଦେବାର ଅଧିକାର ସଂରକ୍ଷିତ ରଖିଥାଏ।
  2. କ୍ୟାଶ୍‍‌ବ୍ୟାକ୍‍ ରିୱାର୍ଡ ପାଇଁ, କ୍ୟାଶ୍‍‌ବ୍ୟାକ୍‍ ପ୍ରଦାନ କରିବା ଏବଂ ବ୍ୟବହାର ପାଇଁ ଲାଗୁ ହେଉଥିବା ସମସ୍ତ PhonePe ଚୁକ୍ତି ଓ ସର୍ତ୍ତାବଳୀ ପ୍ରଯୁଜ୍ୟ ହେବ(ରେଫରେନ୍ସ: PhonePe ଚୁକ୍ତି ଓ ସର୍ତ୍ତାବଳୀରେ ଥିବା ‘କ୍ୟାଶ୍‍ବ୍ୟାକ୍ / ୱାଲେଟ୍ ବାଲାନ୍ସ ସୀମା’)।
  3. ସମୟ ସମୟରେ PhonePe ଦ୍ୱାରା ଯେକୌଣସି ସନ୍ଦେହଜନକ କିମ୍ବା ଜାଲିଆତି କାର୍ଯ୍ୟକଳାପ ଚିହ୍ନଟ କରାଗଲେ ବିନା କୌଣସି ନୋଟିସ୍/ସୂଚନାରେ PhonePe ୟୁଜରଙ୍କ ଆକାଉଣ୍ଟରୁ ରିୱାର୍ଡ ପ୍ରତ୍ୟାହାର କରିବାର ଅଧିକାର (ରିଡେମ୍ପସନ ପୂର୍ବରୁ କିମ୍ବା ପରେ) ସଂରକ୍ଷିତ ରଖିଥାଏ।
  4. PhonePe ଦ୍ୱାରା ରିୱାର୍ଡ ଇସ୍ୟୁ ହେବା ପରେ, ୟୁଜରଙ୍କୁ ସେହି ରିୱାର୍ଡ (ଯେପରିକି ରିୱାର୍ଡକୁ ସ୍କ୍ରାଚ୍ କରି) ଦାବି କରିବାକୁ ହେବ। ୟୁଜରଙ୍କୁ ସ୍କ୍ରାଚ୍ କାର୍ଡ ପ୍ରଦାନ/ପ୍ରାବଧାନ କରିବାର ତିରିଶ (30) କ୍ୟାଲେଣ୍ଡର ଦିନ ମଧ୍ୟରେ ୟୁଜରଙ୍କ ଦ୍ୱାରା ଦାବି କରାଯାଇ ନଥିବା ରିୱାର୍ଡକୁ ବାତିଲ କରାଯିବ।
  5. କୌଣସି ପ୍ରକାର ରିୱାର୍ଡର ଗ୍ୟାରେଣ୍ଟି ଦିଆଯାଇ ନଥାଏ।
  6. ଯଦି ଆପଣ ଏକ ରିୱାର୍ଡ ଜିତିବେ, ରିୱାର୍ଡ ରାଶି ଆପଣଙ୍କ PhonePe ଆକାଉଣ୍ଟକୁ PhonePe ଗିଫ୍ଟ ଭାଉଚର ଭାବରେ କ୍ରେଡିଟ୍ ହେବ।
  7. PhonePe ପ୍ରଚାର ଉଦ୍ଦେଶ୍ୟ ପାଇଁ ଆପଣଙ୍କଠାରୁ ଅତିରିକ୍ତ ସମ୍ମତି କିମ୍ବା କ୍ଷତିପୂରଣ ବିନା ଆପଣଙ୍କ ବ୍ୟକ୍ତିଗତ ସୂଚନାକୁ ବ୍ୟବହାର କରିପାରେ।
  8. ତାମିଲନାଡୁ ରାଜ୍ୟ (ତାମିଲନାଡୁ ରିୱାର୍ଡ ଯୋଜନା (ନିଷେଧ) ଆଇନ 1979 ଅନୁସାରେ) ଏବଂ ଆଇନ ଅନୁଯାୟୀ ନିଷେଧ ହୋଇଥିବା ଅନ୍ୟ ରାଜ୍ୟରେ ଏହି ଅଫର ଉପଲବ୍ଧ ନାହିଁ।
  9. ଯେକୌଣସି ଅଫରରେ ଗ୍ରାହକଙ୍କ ଅଂଶଗ୍ରହଣ ପ୍ରତ୍ୟେକ ଅଫର ସହିତ ଜଡ଼ିତ ସମ୍ପୂର୍ଣ୍ଣ ଚୁକ୍ତି ଓ ସର୍ତ୍ତାବଳୀ ସହ ସେମାନଙ୍କର ବୁଝାମଣା ଏବଂ ଚୁକ୍ତିନାମା ହୋଇଛି।

ରିୱାର୍ଡ (କ୍ୟାଶ୍‍‌ବ୍ୟାକ୍‍) ସୀମା

arrow icon

ଯଦି ଆପଣ କ୍ୟାଶ୍‍ବ୍ୟାକ୍ ପାଇଁ ଯୋଗ୍ୟ ଅଟନ୍ତି, ତେବେ ଆପଣ PhonePe ଗିଫ୍ଟ ଭାଉଚର ଭାବରେ ଏହାକୁ ପାଇବା ପାଇଁ ରାଜି ହୁଅନ୍ତି।.

PhonePe ଗିଫ୍ଟ ଭାଉଚର 1 ବର୍ଷ ପାଇଁ ବୈଧ ରହିବ ଏବଂ ଗିଫ୍ଟ ଭାଉଚର ପିଛା ସର୍ବାଧିକ ସୀମା ₹10,000 ରହିଛି। PhonePe ନିଜ ବିଚାର ଅନୁସାରେ ଆପଣଙ୍କ ଭାଉଚରର ବୈଧତା ଅବଧି ବୃଦ୍ଧି କରିବାର ଅଧିକାର ସଂରକ୍ଷିତ ରଖିଛି।

PhonePe ସମସ୍ତ ପ୍ରଯୁଜ୍ୟ ସୀମା ମଧ୍ୟରେ ଅତିରିକ୍ତ ରାଶି ପାଇଁ ସୀମା ନିର୍ଦ୍ଧାରଣ କରି ଲାଗୁ କରିବାର ଅଧିକାର ସଂରକ୍ଷିତ ରଖିଛି।

PhonePe ଦ୍ୱାରା ସମୟ ସମୟରେ ସ୍ଥିର କରାଯାଇଥିବା ଆଭ୍ୟନ୍ତରୀଣ ନୀତି ଅନୁଯାୟୀ ଅଫର୍‍ ଏବଂ ଆନୁସଙ୍ଗିକ ସୁବିଧା ପ୍ରଦାନ କରିବାର ଅଧିକାର PhonePe  ସଂରକ୍ଷିତ ରଖିଥାଏ।

ମୋ ଟ୍ରାଞ୍ଜାକସନ ରିଫଣ୍ଡ/ବାତିଲ ହେଲେ କ’ଣ ହେବ?

ଯଦି କୌଣସି ଟ୍ରାଞ୍ଜାକସନ ବାତିଲ ହୁଏ, ତେବେ ଟ୍ରାଞ୍ଜାକସନ ଉପରେ ଦିଆଯାଇଥିବା କ୍ୟାଶ୍‍‌ବ୍ୟାକ୍‍ ଗିଫ୍ଟ ଭାଉଚର ବାଲାନ୍ସ ଭାବରେ ରହିବ ଏବଂ ଆପଣଙ୍କ ବ୍ୟାଙ୍କ୍‍ ଆକାଉଣ୍ଟ୍‍ ମାଧ୍ୟମରେ ଏହାକୁ ଉଠାଇ ହେବ ନାହିଁ। ଏହାକୁ PhonePe (ରିଚାର୍ଜ, ବିଲ୍ ପେମେଣ୍ଟ ଇତ୍ୟାଦି)ରେ ବ୍ୟବହାର କରିପାରିବେ।

କ୍ୟାଶ୍‍‌ବ୍ୟାକରୁ କମ୍‍ ରିଫଣ୍ଡ ହୋଇଥିବା ପରିମାଣ ପେମେଣ୍ଟ ସମୟରେ ବ୍ୟବହୃତ ଫଣ୍ଡର ସୋର୍ସକୁ କ୍ରେଡିଟ ହୋଇଯିବ।

PhonePe ପାର୍ଟନର ପ୍ଲାଟଫର୍ମ/ଷ୍ଟୋରରେ କ୍ୟାଶ୍‍‌ବ୍ୟାକ୍‍ ଗିଫ୍ଟ ଭାଉଚରକୁ ରିଚାର୍ଜ, ବିଲ୍ ପେମେଣ୍ଟ ଏବଂ ପେମେଣ୍ଟ ପାଇଁ ବ୍ୟବହାର କରାଯାଇପାରିବ।

କ୍ୟାଶ୍‍‌ବ୍ୟାକ୍‍ ଗିଫ୍ଟ ଭାଉଚରକୁ କୌଣସି ଲିଙ୍କ୍ ହୋଇଥିବା ବ୍ୟାଙ୍କ୍‍ ଆକାଉଣ୍ଟରେ ଉଠାଇ ପାରିବେ ନାହିଁ କିମ୍ବା ଅନ୍ୟ ଗ୍ରାହକଙ୍କୁ ଟ୍ରାନ୍ସଫର କରିପାରିବେ ନାହିଁ।

PhonePeରେ ପ୍ରଦାନ କରାଯାଇଥିବା ସମସ୍ତ ଅଫରରେ ଜଣେ ୟୁଜର ପ୍ରତି ଆର୍ଥିକ ବର୍ଷ (ଅର୍ଥାତ୍ 1 ଏପ୍ରିଲରୁ 31 ମାର୍ଚ୍ଚ)ରେ ସର୍ବାଧିକ ₹9,999 ପର୍ଯ୍ୟନ୍ତ ରୋଜଗାର କରିପାରିବେ।

ଯଦି ଇ-ଭାଉଚର କୋଡ୍ ଦୃଶ୍ୟମାନ ନହୁଏ ଏବଂ ସ୍କ୍ରିନରେ ଏକ ତ୍ରୁଟିପୂର୍ଣ୍ଣ ମେସେଜ ଦେଖାଯାଏ ତେବେ କ’ଣ ହେବ?

ଏପରି ଏକ ସମ୍ଭାବନା ଥାଇପାରେ ଯେ ବୈଷୟିକ ତ୍ରୁଟି ଯୋଗୁଁ ଇ-ଭାଉଚର କୋଡ୍ ଦୃଶ୍ୟମାନ ହୁଏନାହିଁ ଏବଂ ଏଥିଯୋଗୁଁ ଏହି ଅଫର୍‍ ଉପଲବ୍ଧ ହୋଇପାରିଲା ନାହିଁ। ଦୟାକରି ଚିନ୍ତା କରନ୍ତୁ ନାହିଁ। ଗ୍ରାହକ ସେବା କେନ୍ଦ୍ରକୁ କଲ୍ କରି ତ୍ରୁଟିପୂର୍ଣ୍ଣ ମେସେଜ ବିବରଣୀର ସ୍କ୍ରିନ୍ ସଟ୍ ଶେୟାର କରିପାରିବେ କିମ୍ବା ଏହାକୁ ପଢ଼ି ଅସୁବିଧା ବିଷୟରେ ଜଣାଇପାରିବେ। ଏହା ପରେ ଆପଣଙ୍କୁ ଏକ ସଂଶୋଧିତ କୋଡ୍ ପ୍ରଦାନ କରାଯିବ କିମ୍ବା ଏକ ବିକଳ୍ପ କୁପନ୍ / ଅନୁରୂପ ଅଫର୍‍ ପ୍ରଦାନ କରାଯିବ।

PhonePe Logo

Business Solutions

  • Payment Gateway
  • E-commerce PG
  • UPI Payment Gateway
  • Express Checkout
  • Offline Merchant
  • Offline Payment Partner
  • Advertise on PhonePe
  • SmartSpeaker
  • POS Machine
  • Payment Links
  • Travel and Commute

Insurance

  • Motor Insurance
  • Bike Insurance
  • Car Insurance
  • Health Insurance
  • Life Insurance
  • Term Life Insurance
  • Personal Accident Insurance
  • Travel Insurance
  • International Travel Insurance

Investments

  • 24K Gold
  • Liquid Funds
  • Tax Saving Funds
  • Equity Funds
  • Debt Funds
  • Hybrid Funds

Lending

  • Consumer Lending
  • Merchant Lending
  • Secured Loans

General

  • About Us
  • Careers
  • Investors Relations
  • Contact Us
  • Press
  • Ethics
  • Report Vulnerability
  • Merchant Partners
  • Blog
  • Tech Blog
  • PhonePe Pulse
  • Merchant Onboarding Guidelines

Legal

  • Terms & Conditions
  • Privacy Policy
  • Grievance Policy
  • How to Pay
  • E-Waste Policy
  • Trust & Safety
  • Global Anti-Corruption Policy
  • PhonePe Account Aggregator Notice

See All Apps

Download PhonePe App Button Icon

PhonePe Group

  • Indus Appstoreexternal link icon
  • Share.Marketexternal link icon

Credit Cards

  • PhonePe HDFC Bank Co-Branded Credit Cards
  • PhonePe SBI Card Co-Branded Credit Cards
  • Wish Credit Card

Certification

Sisa Logoexternal link icon
LinkedIn Logo
Twitter Logo
Fb Logo
YT Logo

*These are company numbers as of September, 2025

© 2026, All rights reserved
PhonePe Logo

Business Solutions

arrow icon
  • Payment Gateway
  • E-commerce PG
  • UPI Payment Gateway
  • Express Checkout
  • Offline Merchant
  • Offline Payment Partner
  • Advertise on PhonePe
  • SmartSpeaker
  • POS Machine
  • Payment Links
  • Travel and Commute

Insurance

arrow icon
  • Motor Insurance
  • Bike Insurance
  • Car Insurance
  • Health Insurance
  • Life Insurance
  • Term Life Insurance
  • Personal Accident Insurance
  • Travel Insurance
  • International Travel Insurance

Investments

arrow icon
  • 24K Gold
  • Liquid Funds
  • Tax Saving Funds
  • Equity Funds
  • Debt Funds
  • Hybrid Funds

Lending

arrow icon
  • Consumer Lending
  • Merchant Lending
  • Secured Loans

General

arrow icon
  • About Us
  • Careers
  • Investors Relations
  • Contact Us
  • Press
  • Ethics
  • Report Vulnerability
  • Merchant Partners
  • Blog
  • Tech Blog
  • PhonePe Pulse
  • Merchant Onboarding Guidelines

Legal

arrow icon
  • Terms & Conditions
  • Privacy Policy
  • Grievance Policy
  • How to Pay
  • E-Waste Policy
  • Trust & Safety
  • Global Anti-Corruption Policy
  • PhonePe Account Aggregator Notice

PhonePe Group

arrow icon
  • Indus Appstoreexternal link icon
  • Share.Marketexternal link icon

Credit Cards

arrow icon
  • PhonePe HDFC Bank Co-Branded Credit Cards
  • PhonePe SBI Card Co-Branded Credit Cards
  • Wish Credit Card

Certification

Sisa Logo

See All Apps

Download PhonePe App Button Icon
LinkedIn Logo
Twitter Logo
Fb Logo
YT Logo

*These are company numbers as of September, 2025

© 2026, All rights reserved