PhonePe | Logo
Company
  • About Us
  • Careers
  • Press
  • Blog
Our Solutions
For Businesses
For Consumers

Offline Merchant Solutions

menu
Offline Payments
menu
Offline Partner Program

Online Merchant Solutions

menu
Payment Gateway
menu
Payment Gateway Partner
menu
Payment Aggregator
menu
Payment Links

More Solutions

menu
Merchant Lending
menu
PhonePe Ads

Consumer Payments

menu
All Payment Instruments
menu
NRI Payments by PhonePe

Co-Branded Credit Cards

menu
PhonePe SBI Card
Credit Cards
menu
Wish Credit Card
menu
PhonePe HDFC Bank
Credit Cards

More Solutions

menu
Investments
menu
Gold
menu
Silver
menu
Insurance
menu
Travel & Commute

Lending

menu
Consumer Lending
menu
Secured Lending
Investor Relations
Contact Us
Trust & Safety
PhonePe | Hamburger Menu
✕
Home
Company
  • About Us
  • Careers
  • Press
  • Blog
Our Solutions
For Businessesarrow
Offline Merchant Solutionsarrow
icon
Offline Payments
icon
Offline Partner Program
Online Merchant Solutionsarrow
icon
Payment Gateway
icon
Payment Gateway Partner
icon
Payment Aggregator
icon
Payment Links
More Solutionsarrow
icon
Merchant Lending
icon
PhonePe Ads
For Consumersarrow
Consumer Paymentsarrow
icon
All Payment Instruments
icon
NRI Payments by PhonePe
Co-Branded Credit Cardsarrow
icon
PhonePe SBI Card
Credit Cards
icon
Wish Credit Card
icon
PhonePe HDFC Bank
Credit Cards
More Solutionsarrow
icon
Investments
icon
Gold
icon
Silver
icon
Insurance
icon
Travel & Commute
Lendingarrow
icon
Consumer Lending
icon
Secured Lending
Investor Relations
Contact Us
Trust & Safety
Privacy Policy

ଚୁକ୍ତି ଓ ସର୍ତ୍ତାବଳୀ – ସ୍ୱିଚ୍‍

Englishગુજરાતીதமிழ்తెలుగుमराठीമലയാളംঅসমীয়াবাংলাहिन्दीಕನ್ನಡଓଡ଼ିଆ
< Back

ଏହି ଡକ୍ୟୁମେଣ୍ଟ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ, 2000 ଏବଂ ଏହା ଅଧୀନରେ ଗଠିତ ନିୟମ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ, 2000 ଦ୍ୱାରା ସଂଶୋଧିତ ବିଭିନ୍ନ ନିୟମାବଳୀରେ ଇଲେକ୍ଟ୍ରୋନିକ୍ ଡକ୍ୟୁମେଣ୍ଟ / ରେକର୍ଡ ସମ୍ବନ୍ଧୀୟ ସଂଶୋଧିତ ପ୍ରାବଧାନ ଅନୁଯାୟୀ ଏକ ଇଲେକ୍ଟ୍ରୋନିକ୍ ରେକର୍ଡ ଅଟେ। ଏହି ଇଲେକ୍ଟ୍ରୋନିକ ରେକର୍ଡ ଏକ କମ୍ପ୍ୟୁଟର ସିଷ୍ଟମ ଦ୍ୱାରା ତିଆରି ହୋଇଥାଏ ଏବଂ ଏଥିପାଇଁ କୌଣସି ଫିଜିକାଲ କିମ୍ବା ଡିଜିଟାଲ ଦସ୍ତଖତ ଆବଶ୍ୟକ ହୁଏ ନାହିଁ।

ଏହି ଚୁକ୍ତି ଓ ସର୍ତ୍ତାବଳୀ (“ସର୍ତ୍ତାବଳୀ“) PhonePe ଲିମିଟେଡ (ପୂର୍ବରୁ ‘PhonePe ପ୍ରାଇଭେଟ ଲିମିଟେଡ’ ନାମରେ ଜଣାଯାଉଥିଲା) (“PhonePe”) ଦ୍ୱାରା ଅଫର କରାଯାଇଥିବା PhonePeର ମୋବାଇଲ ଆପ୍ଲିକେସନ (“PhonePe ଆପ୍‍”)ରେ PhonePe ସ୍ୱିଚ୍‍ (“ସ୍ୱିଚ୍‍”) ବ୍ୟବହାରକୁ ପରିଚାଳନା କରିଥାଏ ଯାହା କମ୍ପାନୀ ଆକ୍ଟ, 1956 ଅଧୀନରେ ଗଠିତ ଏକ କମ୍ପାନୀ ଯାହାର ପଞ୍ଜିକୃତ କାର୍ଯ୍ୟାଳୟ ଅଫିସ୍‍-2, ଫ୍ଲୋର 4,5,6,7, ୱିଙ୍ଗ A, ବ୍ଲକ A, ସାଲାରପୁରିଆ ସୋଫ୍ଟଜୋନ, ସର୍ଭିସ ରୋଡ୍‍, ଗ୍ରୀନ ଗ୍ଲେନ ଲେଆଉଟ, ବେଲାନ୍ଦୁର, ବାଙ୍ଗାଲୋର, ସାଉଥ ବାଙ୍ଗାଲୋର, କର୍ଣ୍ଣାଟକ – 560103, ଭାରତରେ ଅବସ୍ଥିତ।

ଏହି ସର୍ତ୍ତାବଳୀର ଉଦ୍ଦେଶ୍ୟ ପାଇଁ ଆପଣ ସ୍ପଷ୍ଟ ଭାବରେ ସ୍ୱୀକାର କରନ୍ତି ଯେ PhonePeରେ PhonePeର ଅଧିକାରୀ, ନିର୍ଦ୍ଦେଶକ, ପ୍ରତିନିଧି ଏବଂ କର୍ମଚାରୀ ଅନ୍ତର୍ଭୁକ୍ତ। ସ୍ୱିଚରେ ଡିସପ୍ଲେ ହୋଇଥିବା ହୋଷ୍ଟେଡ ଆପ(ଗୁଡ଼ିକ)ର ଲୋଗୋ(ଗୁଡ଼ିକ)/ଟ୍ରେଡମାର୍କ (ଗୁଡ଼ିକ) ସମ୍ପୃକ୍ତ ହୋଷ୍ଟେଡ ଆପ(ଗୁଡ଼ିକ)ର ଅଂଶ ଅଟେ। ଆପଣଙ୍କ ସ୍ୱିଚ୍‍ ବ୍ୟବହାର ମାଧ୍ୟମରେ ଆପଣ ଶିକ୍ଷା, ମନୋରଞ୍ଜନ, ଖାଦ୍ୟ, ଗ୍ରୋସରୀ, ସପିଂ, ଭ୍ରମଣ ଇତ୍ୟାଦି ବର୍ଗରେ ବିଭିନ୍ନ ସେବା ପ୍ରଦାନକାରୀ (“ହୋଷ୍ଟେଡ ଆପ(ଗୁଡ଼ିକ)”)ଙ୍କ m-ସାଇଟ, ମୋବାଇଲ ଆପ୍ଲିକେସନ, ବେନର, ପ୍ରମୋସନ, ଅଫର ଇତ୍ୟାଦି ଆକ୍ସେସ କରୁଛନ୍ତି ଏବଂ ଏହି ସର୍ତ୍ତାବଳୀ ପାଳନ କରିବାକୁ ରାଜି ହୁଅନ୍ତି।

ଆମେ PhonePe ୱେବସାଇଟ(ଗୁଡ଼ିକ) ଏବଂ/କିମ୍ବା PhonePe ଆପରେ ଏକ ଅପଡେଟ ହୋଇଥିବା ଭର୍ସନ ପୋଷ୍ଟ କରି ଯେ କୌଣସି ସମୟରେ ଏହି ସର୍ତ୍ତାବଳୀରେ ସଂଶୋଧନ କରିପାରୁ। ଏହି ସର୍ତ୍ତାବଳୀର ଅପଡେଟ ହୋଇଥିବା ଭର୍ସନ ପୋଷ୍ଟ କରିବା ପରେ ତୁରନ୍ତ କାର୍ଯ୍ୟକାରୀ ହେବ। ଯଦି କୌଣସି ଅପଡେଟ/ ପରିବର୍ତ୍ତନ ଅଛି, ତେବେ ଏହି ସର୍ତ୍ତାବଳୀକୁ ସମୟ ସମୟରେ ସମୀକ୍ଷା କରିବା ଆପଣଙ୍କ ଦାୟିତ୍ୱ ଅଟେ। ପରିବର୍ତ୍ତନଗୁଡ଼ିକ ପୋଷ୍ଟ କରିବା ପରେ PhonePe ଆପକୁ ଆପଣ ବାରମ୍ବାର ବ୍ୟବହାର କରିବାର ଅର୍ଥ ହେଉଛି ଯେ ଆପଣ ସଂଶୋଧନ(ଗୁଡ଼ିକ)/ପରିବର୍ତ୍ତନ(ଗୁଡ଼ିକ)କୁ ଗ୍ରହଣ କରନ୍ତି ଏବଂ ରାଜି ହୁଅନ୍ତି।

  1. ଆପଣ ସ୍ୱୀକାର କରନ୍ତି ଯେ ସ୍ୱିଚରେ ବିଭିନ୍ନ ହୋଷ୍ଟେଡ ଆପ୍ସ ତାଲିକାଭୁକ୍ତ ହୋଇଛି ଏବଂ ହୋଷ୍ଟେଡ ଆପର ସମ୍ପୃକ୍ତ ଲୋଗୋ/ ଟ୍ରେଡମାର୍କ / ବେନର / ପ୍ରମୋସନ / ଅଫର୍‍ ଉପରେ କ୍ଲିକ କରିବା ପରେ, ଆପଣଙ୍କୁ ସମ୍ପୃକ୍ତ ହୋଷ୍ଟେଡ ଆପର m-ସାଇଟ/ ଆପ୍ଲିକେସନକୁ ପୁଣି ଥରେ ନିର୍ଦ୍ଦେଶିତ କରାଯିବ, ଯେପରିକି ତାହା ସେହି ହୋଷ୍ଟେଡ ଆପ ଦ୍ୱାରା ଉପଲବ୍ଧ ହୋଇଥାଇପାରେ। ସ୍ୱିଚ୍‍ ଅଧୀନରେ ପୁଣି ଥରେ ନିର୍ଦ୍ଦେଶିତ ହେବା ସମୟରେ ତ୍ରୁଟି କିମ୍ବା ହୋଷ୍ଟେଡ ଆପ କାରଣରୁ ଅନ୍ୟ କିଛି ଟେକ୍ନିକାଲ ତ୍ରୁଟି / ସମସ୍ୟା ମଧ୍ୟ ହୋଇପାରେ ( ହୋଷ୍ଟେଡ ଆପ ଦ୍ୱାରା ଯେମିତି ରିପ୍ରେଜେଣ୍ଟ କରାଯାଏ ସେମିତି ନୁହେଁ ବୋଲି ଲାଣ୍ଡିଂ m-ସାଇଟ/ଆପ୍ଲିକେସନ ରିଡାଇରେକ୍ସନ ପରେ ଡେମନଷ୍ଟ୍ରେଟ କରିବା) ଏବଂ ଏହି କ୍ଷେତ୍ରରେ ଆପଣଙ୍କୁ ତୁରନ୍ତ PhonePe ଆପରୁ ଲଗ ଆଉଟ କରି ଏହାକୁ ବନ୍ଦ କରିବାକୁ ଦୃଢ଼ ପରାମର୍ଶ ଦିଆଯାଇଛି। ହୋଷ୍ଟେଡ ଆପ ମଧ୍ୟରୁ କୌଣସିକୁ ଆକ୍ସେସ କରିବାକୁ ଚେଷ୍ଟା କରିବା ସମୟରେ, ଆପଣ ଆପଣଙ୍କ ବ୍ୟବହାରର ସହଜତା ପାଇଁ ୱାନ-କ୍ଲିକ ଲଗ ଇନ ସକ୍ଷମ କରିବାକୁ ହୋଷ୍ଟେଡ ଆପ ସହିତ ଆପଣଙ୍କ ବ୍ୟକ୍ତିଗତ ବିବରଣୀ ଶେୟାର କରିବାକୁ ଆପଣଙ୍କ ସମ୍ମତି ଅନୁରୋଧ କରୁଥିବା ଏକ ପ୍ରମ୍ପ୍ଟ ମଧ୍ୟ ଦେଖିପାରନ୍ତି। ଆପଣଙ୍କ ସମ୍ମତି ପରେ, PhonePe ହୋଷ୍ଟେଡ ଆପ ସହିତ ଆପଣଙ୍କ ବିବରଣୀ ଶେୟାର କରିପାରେ। ଆପଣ ଏଥିରେ ସମ୍ମତି ଦେବା ପରେ, ଆପଣ ସମ୍ପୃକ୍ତ ହୋଷ୍ଟେଡ ଆପର ଗ୍ରାହକ/ ୟୁଜର ଭାବେ ପଞ୍ଜିକୃତ ହେବେ ଏବଂ ସେହି ଅନୁଯାୟୀ ସମ୍ପୃକ୍ତ ହୋଷ୍ଟେଡ ଆପର ବ୍ୟବହାର ସର୍ତ୍ତାବଳୀ ଏବଂ ଗୋପନୀୟତା ନୀତି ଦ୍ୱାରା ନିୟନ୍ତ୍ରିତ ହେବେ। ଆପଣଙ୍କ ସମ୍ମତି ପରେ ହୋଷ୍ଟେଡ ଆପ ସହିତ ଶେୟାର ହୋଇଥିବା କୌଣସି ଡାଟା (ଏବଂ ଏହାର ବ୍ୟବହାର) ସମ୍ବନ୍ଧରେ ସମସ୍ତ ଦାୟବଦ୍ଧତାକୁ PhonePe ଅସ୍ୱୀକାର କରେ।
  2. ଯେତେବେଳେ ଆପଣ ହୋଷ୍ଟେଡ ଆପ୍ସ ବ୍ୟବହାର କରିବାକୁ ବାଛନ୍ତି ତେବେ ଆପଣ ସ୍ୱୀକାର କରନ୍ତି ଯେ ଆପଣଙ୍କ ହୋଷ୍ଟେଡ ଆପ୍ସର ବ୍ୟବହାର ଏବଂ ହୋଷ୍ଟେଡ ଆପ୍ସରେ ଆପଣଙ୍କ ପ୍ରଡକ୍ଟ(ଗୁଡ଼ିକ)/ସେବା(ଗୁଡ଼ିକ)ର କ୍ରୟ ସମ୍ପୃକ୍ତ ହୋଷ୍ଟେଡ ଆପର ପ୍ରଯୁଜ୍ୟ ସର୍ତ୍ତାବଳୀ ଦ୍ୱାରା ନିୟନ୍ତ୍ରିତ ହେବ, ଏବଂ ହୋଷ୍ଟେଡ ଆପ୍ସ ଦ୍ୱାରା ସଂଗ୍ରହ କରାଯାଇଥିବା ଡାଟାର ବ୍ୟବହାର ସେମାନଙ୍କର ସମ୍ପୃକ୍ତ ଗୋପନୀୟତା ନୀତି ଦ୍ୱାରା ନିୟନ୍ତ୍ରିତ ହେବ। ଆପଣଙ୍କୁ ବ୍ୟବହାରର ସର୍ତ୍ତାବଳୀ, ଗୋପନୀୟତା ନୀତି ଏବଂ/କିମ୍ବା ହୋଷ୍ଟେଡ ଆପ୍ସର ଅନ୍ୟ କୌଣସି ଆଭ୍ୟନ୍ତରୀଣ ନୀତିକୁ ଧ୍ୟାନ ପୂର୍ବକ ପଢ଼ିବାକୁ ଦୃଢ଼ ପରାମର୍ଶ ଦିଆଯାଇଛି ଯାହା ଆପଣଙ୍କ ପାଇଁ ପ୍ରଯୁଜ୍ୟ ହୋଇପାରେ। ଆପଣଙ୍କ ବ୍ୟବହାର ସମୟରେ ସମ୍ପୃକ୍ତ ହୋଷ୍ଟେଡ ଆପ ଦ୍ୱାରା ସଂଗ୍ରହ କରାଯାଇଥିବା କୌଣସି ଡାଟା (ଏବଂ ଏହାର ବ୍ୟବହାର) ସମ୍ବନ୍ଧରେ ସମସ୍ତ ଦାୟବଦ୍ଧତାକୁ PhonePe ଅସ୍ୱୀକାର କରେ।
  3. ଆପଣ ସ୍ୱୀକାର କରନ୍ତି ଯେ PhonePe ଆପଣଙ୍କୁ କେବଳ ଆପଣଙ୍କ ସୁବିଧା ପାଇଁ ସ୍ୱିଚକୁ ଆକ୍ସେସ ପ୍ରଦାନ କରୁଛି ଏବଂ ହୋଷ୍ଟେଡ ଆପ୍ସରୁ ପ୍ରଡକ୍ଟ(ଗୁଡ଼ିକ) ପାଇବା ଏବଂ/କିମ୍ବା ସେବା(ଗୁଡ଼ିକ) ଲାଭ କରିବା କ୍ଷେତ୍ରରେ PhonePeର କୌଣସି ଭୂମିକା ରହିବ ନାହିଁ। ହୋଷ୍ଟେଡ ଆପ୍ସରୁ କ୍ରୟ/ପ୍ରାପ୍ତ କରାଯାଇଥିବା ପ୍ରଡକ୍ଟ(ଗୁଡ଼ିକ)/ସେବା(ଗୁଡ଼ିକ) ପାଇଁ PhonePe କେବଳ ପେମେଣ୍ଟ(ଗୁଡ଼ିକ)ର ସୁବିଧା ପ୍ରଦାନ କରୁଛି। ଏହା ଅନୁଯାୟୀ ଆପଣଙ୍କର ସ୍ୱିଚ୍‍ ବ୍ୟବହାର ସମ୍ବନ୍ଧରେ PhonePeର ଦାୟିତ୍ୱ କେବଳ ଆପଣଙ୍କ ପେମେଣ୍ଟ ପ୍ରକ୍ରିୟାକରଣ ଏବଂ ସମ୍ପୃକ୍ତ ହୋଷ୍ଟେଡ ଆପ୍ସକୁ  ସମାଧାନ କରିବା ପାଇଁ ସୀମିତ ଅଟେ। ହୋଷ୍ଟେଡ ଆପ ଦ୍ୱାରା ପ୍ରଦାନ କରାଯାଇଥିବା ପ୍ରଡକ୍ଟ ଏବଂ/ କିମ୍ବା ସେବାରୁ ଉପୁଜିଥିବା କୌଣସି ବିଷୟରେ PhonePe କୌଣସି ଦାୟିତ୍ୱ କିମ୍ବା ଦାୟବଦ୍ଧତା ବହନ କରିବ ନାହିଁ।
  4. ଆପଣ ସ୍ୱୀକାର କରନ୍ତି ଯେ ହୋଷ୍ଟେଡ ଆପ୍ସରେ ଆପଣଙ୍କ ଦ୍ଵାରା କିଣାଯାଇଥିବା ବା ଆପଣ ପ୍ରାପ୍ତ କରିଥିବା ପ୍ରଡକ୍ଟ(ଗୁଡ଼ିକ)/ସେବା(ଗୁଡ଼ିକ)ର କ୍ରୟ/ଲାଭ ସମ୍ପୃକ୍ତ ହୋଷ୍ଟେଡ ଆପର ଏକମାତ୍ର କଣ୍ଟାକ୍ଟ ପଏଣ୍ଟ ଏବଂ ସମ୍ବନ୍ଧୀୟ ଇନଭଏସ(ଗୁଡ଼ିକ), ୱାରେଣ୍ଟି କାର୍ଡ, ବ୍ୟବହାର ନିର୍ଦ୍ଦେଶାବଳୀ, ବିକ୍ରୟ ପରବର୍ତ୍ତୀ ସପୋର୍ଟ ଇତ୍ୟାଦି ପ୍ରଦାନ କରିବା ପାଇଁ ହୋଷ୍ଟେଡ ଆପ୍ସ ଦାୟୀ ରହିବ। PhonePe ଏଥିପାଇଁ କୌଣସି ପରିସ୍ଥିତିରେ ଦାୟୀ ରହିବ ନାହିଁ। ହୋଷ୍ଟେଡ ଆପ୍ସର ପ୍ରଡକ୍ଟ(ଗୁଡ଼ିକ)/ସେବା(ଗୁଡ଼ିକ) ସମ୍ବନ୍ଧରେ କୌଣସି ବିବାଦ/ଅଭିଯୋଗ/ସମସ୍ୟା (ଡେଲିଭେରି/ଅପୂର୍ଣ୍ଣ/ତ୍ରୁଟିପୂର୍ଣ୍ଣ ଦ୍ରବ୍ୟ/ସେବାର/ବିକ୍ରୟ ପରବର୍ତ୍ତୀ ସପୋର୍ଟ ଇତ୍ୟାଦି ଅନ୍ତର୍ଭୁକ୍ତ) ଆପଣ ଏବଂ ସମ୍ପୃକ୍ତ ହୋଷ୍ଟେଡ ଆପ ମଧ୍ୟରେ ସମାଧାନ ହେବ ଏବଂ PhonePeକୁ ଏହାର ପକ୍ଷଭୁକ୍ତ କରାଯିବ ନାହିଁ। ଏପରି କ୍ଷେତ୍ରରେ, ଆପଣ PhonePeକୁ (ଏହାର ସହଯୋଗୀ ଏବଂ ଅଧିକାରୀ, ନିର୍ଦ୍ଦେଶକ, ଏଜେଣ୍ଟ ଏବଂ କର୍ମଚାରୀଙ୍କ ସମେତ) ପ୍ରତ୍ୟେକ ପ୍ରକାର ଏବଂ ପ୍ରତ୍ୟେକ ଜଣା ବା ଅଜଣା ସମସ୍ତ ଦାବି, ଦାବି ଏବଂ କ୍ଷତି (ବାସ୍ତବିକ ଏବଂ ପରିଣାମଗତ)ରୁ ମୁକ୍ତ ରଖିବାକୁ ରାଜି ହୁଅନ୍ତି, ଯାହା କି ଏପରି ବିବାଦ/ ଅଭିଯୋଗ/ ସମସ୍ୟାରୁ ଉପୁଜିଥାଏ କିମ୍ବା କୌଣସି ଉପାୟରେ ଜଡ଼ିତ ଥାଏ।
  5. ଆପଣ କୌଣସି ଅବୈଧ କିମ୍ବା ବେଆଇନ ଉଦ୍ଦେଶ୍ୟ (18 ବର୍ଷରୁ ଅଧିକ ବୟସ ନହେବା ପର୍ଯ୍ୟନ୍ତ ବୟସ-ଆଧାରିତ ପ୍ରତିବନ୍ଧିତ ବିଷୟବସ୍ତୁ ଆକ୍ସେସ କରିବା ଅନ୍ତର୍ଭୁକ୍ତ) ପାଇଁ ହୋଷ୍ଟେଡ ଆପ୍ସ ସମେତ ସ୍ୱିଚ୍‍ ବ୍ୟବହାର ନକରିବାକୁ କିମ୍ବା ପ୍ରଯୁଜ୍ୟ ଆଇନ ଏବଂ/କିମ୍ବା PhonePe ଏବଂ/ କିମ୍ବା ହୋଷ୍ଟେଡ ଆପ୍ସର ନୀତି, ନିୟମ, ବ୍ୟବହାର ସର୍ତ୍ତାବଳୀର ଉଲ୍ଲଙ୍ଘନ ହେଉଥିବା ପରି ଏପରି କୌଣସି ପ୍ରତାରଣାମୂଳକ ଟ୍ରାଞ୍ଜାକସନ ନ କରିବା କିମ୍ବା ଏପରି ଭାବରେ କାର୍ଯ୍ୟ ନକରିବାକୁ ରାଜି ହୁଅନ୍ତି। ହୋଷ୍ଟେଡ ଆପ୍ସରୁ ଏହିପରି ପ୍ରଡକ୍ଟ(ଗୁଡ଼ିକ) କ୍ରୟ କରିବା କିମ୍ବା ସେବା(ଗୁଡ଼ିକ) ଉପଲବ୍ଧ କରିବା ସମୟରେ, ସେହି ପ୍ରଡକ୍ଟ (ଗୁଡ଼ିକ)/ସେବା(ଗୁଡ଼ିକ) ଯେଉଁଠାରୁ କ୍ରୟ କରାଯାଇଛି/ଡେଲିଭର ହୋଇଛି/ଉପଲବ୍ଧ ଅଛି ତାହା ପ୍ରଯୁଜ୍ୟ ଆଇନର ଉଲ୍ଲଙ୍ଘନ କରୁନଥିବା ସୁନିଶ୍ଚିତ କରିବା ଆପଣଙ୍କର ଦାୟିତ୍ୱ ରହିବ । ଆପଣ PhonePe ମାଧ୍ୟମରେ ଏପରି କୌଣସି ଟ୍ରାଞ୍ଜାକସନ ମଧ୍ୟ କରିବେ ନାହିଁ ଯାହା କୌଣସି ପ୍ରଯୁଜ୍ୟ ଆଇନ ଅନୁଯାୟୀ ନିଷିଦ୍ଧ ଅଟେ ଏବଂ ଏହି ପରିପ୍ରେକ୍ଷୀରେ PhonePe ବିରୋଧରେ କୌଣସି ଦାବି ହେଲେ PhonePeକୁ ଏମିତି କ୍ଷତିରୁ ମୁକ୍ତ ରଖିବେ।
  6. ସ୍ୱିଚକୁ ଆକ୍ସେସ କରିବାର ଅଧିକାର ଭାବରେ ଆପଣଙ୍କ ସ୍ୱିଚ୍‍ ବ୍ୟବହାରକୁ ସର୍ବଦା ବିବେଚନା କରାଯିବ ନାହିଁ। PhonePe ତାର ନିଜସ୍ୱ ବିଚାରରେ, ବିନା ନୋଟିସରେ ଯେକୌଣସି ସମୟରେ, ଅସ୍ଥାୟୀ କିମ୍ବା ସ୍ଥାୟୀ ଭାବରେ, ସ୍ୱିଚକୁ ଆପଣଙ୍କ ଆକ୍ସେସ ସ୍ଥଗିତ/ବନ୍ଦ କରିପାରେ। ଏବଂ ସନ୍ଦେହଜନକ/ ଜାଲିଆତି ଟ୍ରାଞ୍ଜାକସନ କ୍ଷେତ୍ରରେ, ଆପଣଙ୍କ ଟ୍ରାଞ୍ଜାକସନର ମୂଲ୍ୟାଙ୍କନ ଏବଂ ତଦନ୍ତ PhonePe ଏବଂ / କିମ୍ବା ହୋଷ୍ଟେଡ ଆପ୍ସ ଦ୍ୱାରା କରାଯାଇପାରେ ଏବଂ ସୂଚନା ମିଳିବା ପରେ ଆପଣଙ୍କୁ ଅନୁରୋଧ କରାଯାଇଥିବା ଡକ୍ୟୁମେଣ୍ଟଗୁଡ଼ିକ ଦାଖଲ କରିବା ସହିତ ଲିଖିତ ସ୍ପଷ୍ଟୀକରଣ ପ୍ରଦାନ କରିବାକୁ ପଡ଼ିବ ଯାହା ସମ୍ପୃକ୍ତ ଟ୍ରାଞ୍ଜାକସନ(ଗୁଡ଼ିକ) ସହିତ ପ୍ରାସଙ୍ଗିକ ହୋଇପାରେ।
  7. ଆପଣ ସ୍ୱୀକାର କରନ୍ତି ଯେ ହୋଷ୍ଟେଡ ଆପ୍ସ ତୃତୀୟ ପକ୍ଷ(ଗୁଡ଼ିକ) ଦ୍ୱାରା ପ୍ରଦାନ କରାଯାଏ ବା ବିସ୍ତାରିତ ଅଟେ। ଏହା ଅନୁଯାୟୀ, ଆପଣ (କ) ହୋଷ୍ଟେଡ ଆପ୍ସ ବ୍ୟବହାର କରିବା କିମ୍ବା (ଖ) ହୋଷ୍ଟେଡ ଆପ୍ସରୁ/ମାଧ୍ୟମରେ କୌଣସି ପ୍ରଡକ୍ଟ(ଗୁଡ଼ିକ)/ସେବା(ଗୁଡ଼ିକ) କ୍ରୟ/ଲାଭ କରିବା ପୂର୍ବରୁ ଅତି ସତର୍କତା ଏବଂ ସାବଧାନତା ଅବଲମ୍ବନ କରିବାକୁ ରାଜି ହୁଅନ୍ତି।
  8. ଆପଣ ସ୍ୱୀକାର କରନ୍ତି ଯେ ରିଫଣ୍ଡ ଏବଂ ରିଟର୍ଣ୍ଣ ସମ୍ବନ୍ଧୀୟ ନୀତି ହୋଷ୍ଟେଡ ଆପ୍ସ ଦ୍ୱାରା ପ୍ରଦାନ କରାଯିବ। କୌଣସି ପ୍ରଡକ୍ଟ(ଗୁଡ଼ିକ)/ସେବା(ଗୁଡ଼ିକ) କ୍ରୟ/ଲାଭ କରିବା ପୂର୍ବରୁ ଏହାକୁ ପଢ଼ିବା ପାଇଁ ଆପଣଙ୍କୁ ଦୃଢ଼ ପରାମର୍ଶ ଦିଆଯାଇଛି । PhonePe କୌଣସି ଫେରସ୍ତ ସମ୍ବନ୍ଧୀୟ ଅଭିଯୋଗ/ ଦାବି ପାଇଁ ଦାୟୀ ହେବ ନାହିଁ ଏବଂ ଆପଣ ଏଥିପାଇଁ କେବଳ ସମ୍ପୃକ୍ତ ହୋଷ୍ଟେଡ ଆପ ସହ ଯୋଗାଯୋଗ କରିବେ।
  9. ଆପଣ ସ୍ୱୀକାର କରନ୍ତି ଯେ ହୋଷ୍ଟେଡ ଆପ୍ସ ସମ୍ବନ୍ଧରେ ସ୍ୱିଚରେ ଦିଆଯାଇଥିବା କୌଣସି ପ୍ରମୋସନ/ଅଫର ପ୍ରଯୁଜ୍ୟ ଚୁକ୍ତି ଏବଂ ସର୍ତ୍ତାବଳୀ ଦ୍ୱାରା ନିୟନ୍ତ୍ରିତ ହେବ। ଆପଣ ଏପରି କୌଣସି ପ୍ରମୋସନ / ଅଫର ଲାଭ କରିବା ପୂର୍ବରୁ ଏପରି ପ୍ରଯୁଜ୍ୟ ଚୁକ୍ତି ଏବଂ ସର୍ତ୍ତାବଳୀ ପଢ଼ିବାକୁ ରାଜି ହୁଅନ୍ତି।
  10.  ପ୍ରଯୁଜ୍ୟ ଆଇନ ଅନୁଯାୟୀ ଯେତେ ସମ୍ଭବ PhonePe ସମସ୍ତ ୱାରେଣ୍ଟି କିମ୍ବା ଗ୍ୟାରେଣ୍ଟି ଯାହା ବୈଧାନିକ, ପ୍ରକାଶିତ ହେଉ କିମ୍ବା ଇଙ୍ଗିତପୂର୍ଣ୍ଣ ହେଉ ଯେଉଁଥିରେ ନିର୍ମାଣ ଯୋଗ୍ୟତାର ଅନ୍ତର୍ଭୁକ୍ତ ୱାରେଣ୍ଟି, ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପାଇଁ ଫିଟନେସ ଏବଂ ପ୍ରୋପ୍ରାଇଟେରି ଅଧିକାରର ଅଣ-ଉଲ୍ଲଙ୍ଘନ ଅନ୍ତର୍ଭୁକ୍ତ କିନ୍ତୁ ଏତିକିରେ ସୀମିତ ନକରି ଏସବୁ ୱାରେଣ୍ଟି ବା ଗ୍ୟାରେଣ୍ଟିକୁ ଅସ୍ୱୀକାର କରେ। ହୋଷ୍ଟେଡ ଆପ୍ସ ସମେତ ସ୍ୱିଚ୍‍ ମାଧ୍ୟମରେ ପ୍ରଦାନ କରାଯାଇଥିବା ସମସ୍ତ ସୂଚନାର ସଠିକତା, ସମ୍ପୂର୍ଣ୍ଣତା ଏବଂ ବ୍ୟବହାର ଯୋଗ୍ୟ ମୂଲ୍ୟାଙ୍କନ କରିବା ଆପଣଙ୍କ ଦାୟିତ୍ୱ ଅଟେ। PhonePe ଆପ୍‍ ଏବଂ ବିଶେଷ କରି, ସ୍ୱିଚ୍‍ ମାଧ୍ୟମରେ ଆପଣଙ୍କ ବ୍ୟବହାର, ଆକ୍ସେସ କିମ୍ବା ଅନ୍ୟ ସୂଚନା ପ୍ରାପ୍ତ କରିବା ଆପଣଙ୍କ ନିଜସ୍ୱ ବିଚାର ଓ ଦାୟିତ୍ୱ ଅଟେ ଏବଂ ଆପଣଙ୍କ ସମ୍ପତ୍ତି (ଆପଣଙ୍କ କମ୍ପ୍ୟୁଟର ସିଷ୍ଟମ ଏବଂ ମୋବାଇଲ ଡିଭାଇସ କିମ୍ବା ଅନ୍ୟ କୌଣସି ଉପକରଣ ଅନ୍ତର୍ଭୁକ୍ତ)ର କୌଣସି କ୍ଷତି କିମ୍ବା ଏପରି ସୂଚନା ଡାଉନଲୋଡ କିମ୍ବା ବ୍ୟବହାରର ଫଳସ୍ୱରୂପ ହେଉଥିବା ଡାଟାର କ୍ଷତି ପାଇଁ ଆପଣ ହିଁ କେବଳ ଦାୟୀ ଅଟନ୍ତି ବୋଲି ଆପଣ ରାଜି ହୁଅନ୍ତି। PhonePe କାହାକୁ ନିଜ ତରଫରୁ କୌଣସି ୱାରେଣ୍ଟି କରିବାକୁ ଅଧିକାର ଦିଏ ନାହିଁ ଏବଂ ଆପଣ ଏପରି କୌଣସି ବିବୃତ୍ତି ଉପରେ ନିର୍ଭର କରିବା ଉଚିତ ନୁହେଁ।
  11. ସ୍ୱିଚ୍‍ ଅବିରତ, ତ୍ରୁଟି-ମୁକ୍ତ କିମ୍ବା ଭାଇରସ ଓ ଅନ୍ୟ କ୍ଷତିକାରକ ଉପାଦାନ ବିନା ହେବ ବୋଲି PhonePe ଗ୍ୟାରେଣ୍ଟି ଦିଏ ନାହିଁ। ସ୍ୱିଚରେ ସମସ୍ତ ଡାଟା “ଯେପରି ଅଛି”, “ଯେମିତି ଉପଲବ୍ଧ” ଏବଂ “ସମସ୍ତ ତ୍ରୁଟି ସହିତ” ଆଧାରରେ ଉପଲବ୍ଧ ଏବଂ ଏହା ପ୍ରକାଶିତ ବା ସୂଚିତ କୌଣସି ପ୍ରକାରର ୱାରେଣ୍ଟି କିମ୍ବା ପ୍ରତିନିଧିତ୍ୱ ବିନା ଉପଲବ୍ଧ।
  12. ଆପଣ PhonePe, ଏହାର ସହଯୋଗୀ, କର୍ମଚାରୀ, ନିର୍ଦ୍ଦେଶକ, ଅଧିକାରୀ, ଏଜେଣ୍ଟ ଏବଂ ପ୍ରତିନିଧିମାନଙ୍କୁ, ଯେକୌଣସି ଏବଂ ସମସ୍ତ କ୍ଷତି, କ୍ଷୟକ୍ଷତି, କ୍ଷତି, କାର୍ଯ୍ୟ, ଦାବି ଏବଂ ଦାୟବଦ୍ଧତା (ଆଇନଗତ ଖର୍ଚ୍ଚ ସମେତ)ରୁ ଇନଡେମନିଫାଏ ରଖିବେ ଏବଂ ସମସ୍ତ କ୍ଷତିରୁ ମୁକ୍ତ ରଖିବେ ବୋଲି ରାଜି ହୁଅନ୍ତି, ଯାହା ଯେକୌଣସି ଉପାୟରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ, ଏହି ସର୍ତ୍ତାବଳୀର ଉଲ୍ଲଙ୍ଘନ ଏବଂ/କିମ୍ବା ବ୍ୟବହାର, ହୋଷ୍ଟେଡ ଆପ୍ସରୁ /ମାଧ୍ୟମରେ ପ୍ରଡକ୍ଟ(ଗୁଡ଼ିକ)/ସେବା(ଗୁଡ଼ିକ)ର ଇଣ୍ଟେରାକ୍ସନ କିମ୍ବା କ୍ରୟ/ଲାଭରୁ ସୃଷ୍ଟି ହୋଇପାରେ।
  13. କୌଣସି ପରିସ୍ଥିତିରେ ବ୍ୟବହାର କିମ୍ବା ଦିଆଯାଇଥିବା ସୂଚନା ବ୍ୟବହାର କରିବାରେ ଅସମର୍ଥତା ପାଇଁ ବା ଚୁକ୍ତିନାମା, ଅବହେଳା, ଟର୍ଟ କିମ୍ବା ଅନ୍ୟ କାରଣ ଯୋଗୁଁ ଉପୁଜିଥିବା କୌଣସି ପରୋକ୍ଷ, ପରିଣାମଗତ, ଘଟଣାଜନିତ, ବିଶେଷ କିମ୍ବା ଦଣ୍ଡନୀୟ କ୍ଷତି ପାଇଁ PhonePe ଦାୟୀ ହେବ ନାହିଁ, ଯେଉଁଥିରେ ଲାଭ କିମ୍ବା ଆୟରେ ହାନି, ବ୍ୟବସାୟରେ ବାଧା, ବ୍ୟବସାୟିକ ସୁଯୋଗ ହରାଇବା, ଡାଟା ହରାଇବା କିମ୍ବା ଅନ୍ୟ ଅର୍ଥନୈତିକ ସ୍ୱାର୍ଥ ହରାଇବାକୁ ପଡ଼ିବ, ଏସବୁ ପାଇଁ PhonePe ଦାୟୀ ରହିବ ନାହିଁ।
  14. ଆଇନର ଦ୍ୱନ୍ଦ୍ୱ ଥିଲେ ବି ଏହି ସର୍ତ୍ତାବଳୀ ଭାରତର ଆଇନ ଦ୍ୱାରା ପରିଚାଳିତ ହେବ। ଏହି ସର୍ତ୍ତାବଳୀ ସମ୍ବନ୍ଧରେ ଆପଣ ଏବଂ PhonePe ମଧ୍ୟରେ ଯଦି କୌଣସି ଦାବି କିମ୍ବା ବିବାଦ ସମ୍ପୂର୍ଣ୍ଣ ଭାବରେ କିମ୍ବା ଆଂଶିକ ଭାବରେ ଉପୁଜେ ତାହା କେବଳ ବାଙ୍ଗାଲୋରରେ ଅବସ୍ଥିତ ନ୍ୟାୟାଳୟରେ ନିର୍ଣ୍ଣୟ କରାଯିବ।
  15. PhonePe ବ୍ୟବହାର ସର୍ତ୍ତାବଳୀ ଏବଂ PhonePe ଗୋପନୀୟତା ନୀତି ରେଫରେନ୍ସ ଦ୍ୱାରା ଏହି ସର୍ତ୍ତାବଳୀରେ ଅନ୍ତର୍ଭୁକ୍ତ ବୋଲି ବିବେଚନା କରାଯିବ।
PhonePe Logo

Business Solutions

  • Payment Gateway
  • E-commerce PG
  • UPI Payment Gateway
  • Express Checkout
  • Offline Merchant
  • Offline Payment Partner
  • Advertise on PhonePe
  • SmartSpeaker
  • POS Machine
  • Payment Links
  • Travel and Commute

Insurance

  • Motor Insurance
  • Bike Insurance
  • Car Insurance
  • Health Insurance
  • Life Insurance
  • Term Life Insurance
  • Personal Accident Insurance
  • Travel Insurance
  • International Travel Insurance

Investments

  • 24K Gold
  • Liquid Funds
  • Tax Saving Funds
  • Equity Funds
  • Debt Funds
  • Hybrid Funds

Lending

  • Consumer Lending
  • Merchant Lending
  • Secured Loans

General

  • About Us
  • Careers
  • Investors Relations
  • Contact Us
  • Press
  • Ethics
  • Report Vulnerability
  • Merchant Partners
  • Blog
  • Tech Blog
  • PhonePe Pulse
  • Merchant Onboarding Guidelines

Legal

  • Terms & Conditions
  • Privacy Policy
  • Grievance Policy
  • How to Pay
  • E-Waste Policy
  • Trust & Safety
  • Global Anti-Corruption Policy
  • PhonePe Account Aggregator Notice

See All Apps

Download PhonePe App Button Icon

PhonePe Group

  • Indus Appstoreexternal link icon
  • Share.Marketexternal link icon

Credit Cards

  • PhonePe HDFC Bank Co-Branded Credit Cards
  • PhonePe SBI Card Co-Branded Credit Cards
  • Wish Credit Card

Certification

Sisa Logoexternal link icon
LinkedIn Logo
Twitter Logo
Fb Logo
YT Logo

*These are company numbers as of September, 2025

© 2026, All rights reserved
PhonePe Logo

Business Solutions

arrow icon
  • Payment Gateway
  • E-commerce PG
  • UPI Payment Gateway
  • Express Checkout
  • Offline Merchant
  • Offline Payment Partner
  • Advertise on PhonePe
  • SmartSpeaker
  • POS Machine
  • Payment Links
  • Travel and Commute

Insurance

arrow icon
  • Motor Insurance
  • Bike Insurance
  • Car Insurance
  • Health Insurance
  • Life Insurance
  • Term Life Insurance
  • Personal Accident Insurance
  • Travel Insurance
  • International Travel Insurance

Investments

arrow icon
  • 24K Gold
  • Liquid Funds
  • Tax Saving Funds
  • Equity Funds
  • Debt Funds
  • Hybrid Funds

Lending

arrow icon
  • Consumer Lending
  • Merchant Lending
  • Secured Loans

General

arrow icon
  • About Us
  • Careers
  • Investors Relations
  • Contact Us
  • Press
  • Ethics
  • Report Vulnerability
  • Merchant Partners
  • Blog
  • Tech Blog
  • PhonePe Pulse
  • Merchant Onboarding Guidelines

Legal

arrow icon
  • Terms & Conditions
  • Privacy Policy
  • Grievance Policy
  • How to Pay
  • E-Waste Policy
  • Trust & Safety
  • Global Anti-Corruption Policy
  • PhonePe Account Aggregator Notice

PhonePe Group

arrow icon
  • Indus Appstoreexternal link icon
  • Share.Marketexternal link icon

Credit Cards

arrow icon
  • PhonePe HDFC Bank Co-Branded Credit Cards
  • PhonePe SBI Card Co-Branded Credit Cards
  • Wish Credit Card

Certification

Sisa Logo

See All Apps

Download PhonePe App Button Icon
LinkedIn Logo
Twitter Logo
Fb Logo
YT Logo

*These are company numbers as of September, 2025

© 2026, All rights reserved